ପ୍ରେମ ନୁହେଁ ଏକ ଶରୀର ମିଳନ
ଆଜି ଥିବ କାଲି ନାହିଁ
ପ୍ରେମ ତ ସତରେ ଆତ୍ମା ର ମିଳନ
ଯୁଗେ ଯୁଗେ ଥାଏ ରହି
ଶରୀର ତ କିଛି କ୍ଷଣ ପାଇଁ ମିଲେ
ଆତ୍ମା ରହେ ଚିରଦିନ
ବର୍ଷ ମାସ ଦିନ ଭୁଲିକି ଆତ୍ମା
ପ୍ରେମ ପାଇଁ ପାଏ ଜନ୍ମ
ପ୍ରେମ ପାଇଁ ଧରା ଅଟେଯେ ସୁନ୍ଦର
ତାକୁ ବାଣ୍ଟି ତୁମେ ଚାଲ
ଯେତେଦିନ ଯାଏ ଭବରେ ଥିବତୁ
ପ୍ରେମ କୁ ଜମା ନଭୁଲ ।।
ଆଶିଷ ବେହେରା
କୁମ୍ଭାରୀ ,ସଇଁନ୍ତଲା


0 Comments