କାହିଁକି ହୋଇଲା ଜାତିଭେଦ ପ୍ରକରଣ ସନ୍ଦେହ ମୋଚନ କରିବେ ଆହେ ଗୁରୁଜନ । ଯଦି ଧର୍ମେ ଚାରିବର୍ଣ୍ଣ ପଂଚମ ତ ନାହିଁ
ତେବେ ହଜାର ହଜାର ଜାତି ଉତ୍ପନ୍ନ କିମ୍ପାଇଁ ??
ତହିଁରେ ରହିଛି ପୁଣି ସାନବଡ଼ ଜାତି
ଶାସ୍ତ୍ରେ ନାହିଁ ତେବେ କିଆଁ ହୋଇଲା ଉତ୍ପତ୍ତି ।
ମଣିଷ ମଣିଷ ମଧ୍ଯେ ଭେଦଭାବ କିଆଁ
କିଏ ବା ପୁଜ୍ୟ କାହିଁକି କିଏ ବା ଅଛୁଆଁ ??
ସେବା ଯଦି ଶ୍ରେଷ୍ଠ ଧର୍ମ ଶୁଦ୍ର କିଆଁ ନୀଚ୍ଚ ?
କାହିଁକି ଧରମ ନାମେ ଚାଲେ ଖଚମିଛ ?? ଶୁଦ୍ର ହୋଇ ଯେ ସମାଜ ସେବା କରୁଥାଇ
ତା ପେଟକୁ ଦାନା, ଦେହେ କନା ନ ମିଲଇ ।।
ଉଚ୍ଚ-ନୀଚ୍ଚ ଜାତି ବନ୍ଧନେ ସମାଜ
କିଆଁ ଛନ୍ଦି ହୋଇଯାଇଛି ? ମନୁଷ୍ୟକୁ ମନୁଷ୍ୟ କାହିଁକି ବାରଣ
ପ୍ରତାରଣା, ଘୃଣା,ନିର୍ଯାତନା ନିତି କରୁଛି ?
ପ୍ରକୁତିରକୋଳେ ତା ଜୀବନେ କି କେବେ
ପାଇବ ସେ ମଣିଷର ପରିଚୟ ?
ସମ୍ମାନର ସହ ବଂଚିବ ସମାଜେ
ମାନବତାର ହେବ ଜୟ ।।
ବେଣୁଧର ସୁରୁଜାଳସ.ଶିକ୍ଷକ , ସୋନପୁରମୋ-9778881774

ସନ୍ଦେହ ମୋଚନ କରିବେ ଆହେ ଗୁରୁଜନ ।
ଯଦି ଧର୍ମେ ଚାରିବର୍ଣ୍ଣ ପଂଚମ ତ ନାହିଁ
ତେବେ ହଜାର ହଜାର ଜାତି ଉତ୍ପନ୍ନ କିମ୍ପାଇଁ ??
ତହିଁରେ ରହିଛି ପୁଣି ସାନବଡ଼ ଜାତି
ଶାସ୍ତ୍ରେ ନାହିଁ ତେବେ କିଆଁ ହୋଇଲା ଉତ୍ପତ୍ତି ।
ମଣିଷ ମଣିଷ ମଧ୍ଯେ ଭେଦଭାବ କିଆଁ
କିଏ ବା ପୁଜ୍ୟ କାହିଁକି କିଏ ବା ଅଛୁଆଁ ??
ସେବା ଯଦି ଶ୍ରେଷ୍ଠ ଧର୍ମ ଶୁଦ୍ର କିଆଁ ନୀଚ୍ଚ ?
କାହିଁକି ଧରମ ନାମେ ଚାଲେ ଖଚମିଛ ??
ଶୁଦ୍ର ହୋଇ ଯେ ସମାଜ ସେବା କରୁଥାଇ
ତା ପେଟକୁ ଦାନା, ଦେହେ କନା ନ ମିଲଇ ।।
ଉଚ୍ଚ-ନୀଚ୍ଚ ଜାତି ବନ୍ଧନେ ସମାଜ
କିଆଁ ଛନ୍ଦି ହୋଇଯାଇଛି ?
ମନୁଷ୍ୟକୁ ମନୁଷ୍ୟ କାହିଁକି ବାରଣ
ପ୍ରତାରଣା, ଘୃଣା,ନିର୍ଯାତନା ନିତି କରୁଛି ?
ପ୍ରକୁତିରକୋଳେ ତା ଜୀବନେ କି କେବେ
ପାଇବ ସେ ମଣିଷର ପରିଚୟ ?
ସମ୍ମାନର ସହ ବଂଚିବ ସମାଜେ
ମାନବତାର ହେବ ଜୟ ।।
ବେଣୁଧର ସୁରୁଜାଳ
ସ.ଶିକ୍ଷକ , ସୋନପୁର
ମୋ-9778881774

0 Comments