ଡାଉନଲୋଡ କରିବା ପାଇଁ କ୍ଲିକ୍ କରନ୍ତୁ
ବନଫୁଲେ ଗୁନ୍ଥା ଫୁଲ ହାର
ନିଅ ନିଅ ପ୍ରୀତି ଉପହାର"
ଓଡ଼ିଆ ଭାଷା ଆମ ଗର୍ବ ଆଉ ଗୌରବ ଏବଂ ଏକ ସମୃଦ୍ଧ ଭାଷା ଓ ସାହିତ୍ୟ ସାଧକ ଆଜି ଲୋକଲୋଚନ ରୁ ଅଦୃଶ୍ୟ।। ସେମାନେ ଆଜି ବଣମଲ୍ଲୀ ପରି ବଣରେ ଫୁଟି ନିଜର ପ୍ରତିଭା ଚତୁଃପାର୍ଶ୍ଵରେ ପ୍ରସାରିତ କରି ପାରୁନାହାନ୍ତି। ପ୍ରୀତି ପ୍ରଣତି ସବୁ ବେଳେ ଚେଷ୍ଟା କରେ ନୂଆ ପ୍ରତିଭା ସ୍ରୁଷ୍ଟି କରିବା ପାଇଁ। ଆସନ୍ତୁ ସେହିପରି ଅବସ୍ତାରେ ଲେଖନୀ ଚାଳନା କରୁଥିବା କିଛି ନୂଆ ପ୍ରତିଭା ଗୁଡିକର ଆବିଷ୍କାର କରିବା ଦିଗରେ ଉଦ୍ୟମ କରିବା।।
_ ସମ୍ପାଦକ
ଦେବବ୍ରତ ବାରିକ


0 Comments