ଆମେ ଆଜି ସ୍ଵାଧୀନରେ - ମମତା ବାରିକ



ମାଟିରୁ ଆକାଶ ଗାଉଛନ୍ତି ସ୍ୱରେ

ଭାରତ ର ପ୍ରଦେଶରେ

ଜାତୀୟ ସଙ୍ଗୀତ ସ୍ୱର ର ଧ୍ୱନିରେ

ଆଜି ଭାରତଭୂମିରେ।।

ଭାରତ ଜନ ଗାଆନ୍ତି ସଙ୍ଗୀତରେ

ଆନନ୍ଦ ଭରା ମନରେ

ଜାତି,ଧର୍ମ ,ବର୍ଣ୍ଣ ର ନିର୍ବିଶେଷରେ

ଆଜି ଆମେ ସ୍ୱାଧୀନରେ।।

ଯାଇଛି ଆଜି ବିଦେଶି ଶାସନ ର

 ଲାଠି କୁ ସଂସ୍କାରରେ

ଆମେ ଆଜି ସ୍ୱାଧୀନରେ।।

ନାରୀ ପୁରୁଷ ର ନାହିଁ ପାର୍ଥକ୍ୟରେ

ସର୍ବ ସ୍ଥାନ ସମାନରେ

ବିଦେଶି ଶାସନ ହଜିଛି ଆଜିରେ

ଆମେ ଆଜି ସ୍ୱାଧୀନରେ।।

ଦେଶ ଆଜି ଅଛି ନୂତନ ଢାଞ୍ଚାରେ

ନବ ଆଇନ ମାନ ରେ

ଜନ ମନରେ ନୂଆସିଂହରଣରେ

ଆମେ ଆଜି ସ୍ୱାଧୀନରେ।।


ମମତା ବାରିକ,

ସ୍ଥାନ-ଯାଜପୁର,ବାରବାଟୀ,

ଗ୍ରାମ-ବାମଦେବପୁର,ମୋ-8658127910।

Post a Comment

0 Comments