ପ୍ରେମି ମୁଁ ନଥିଲି
ସମ୍ପାଦକ
-
March 07, 2020
ପ୍ରେମି ମୁଁ ନଥିଲି
ପ୍ରେମିକ ସାଜିଲି
ତୁମରି ପ୍ରେମ ରେ ପଡି
କବି ମୁଁ ନଥିଲି
କବିତା ଲେଖିଲି
ତୁମରି କଥା କୁ ଭାବି
ପାଗଳ ପରିକା
ପାଉଛୁ ମୁଁ ଭଲ
ଜୀବନର ଚଲା ବାଟରେ
କେଦାର ପରି ମୁଁ
ନିଇତି ଝୁରୁଛି
କିବା ଦିନ କିବା ରାତିରେ
ଦେବ ଦାସ ପରି
ପାଗଳ ହେଲିନି
ତୁମକୁ ପାଇବା ପାଇଁ ରେ
.....
ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର
0 Comments