ଝରଣା ପରି ମୋ ଆଖିରୁ ଲୁହ
ଗଦ୍ ଗଦ୍ ହୋଇ ଝରି ଯାଉଛି
ତୋ ଅଚିହ୍ନା କଥାକୁ ଭୂଲ୍ ବୁଝିଲି ବୋଲି
ଆଜି ମୋ ଆଖିରୁ ଟପ୍ ଟପ୍ ଦୁଇ ଟୋପା ଲୁହ ଝରୁଛି
ନାଦେ ମୋ ହୃଦୟ,ପ୍ରକମ୍ପେ ମୋ ଛାତି
ଧକ୍ ଧକ୍ ହୁଏ ମୋ ସ୍ପନ୍ଦନ
ସତେ ଯେ ଜେମିତି ଆକାଶରୁ ବର୍ଷା
ପୃଥିବୀ କୁ ଆକର୍ଷଣ
କଲାମେଘ ତଲେ ମୟୂର ଚନ୍ଦ୍ରିକା
ମହା ଆନନ୍ଦେ ନାଚେ
ମୋ ଶରୀର ଆଜି ସେମିତି ନାଚୁଛି
ଧକ୍ ଧକ୍ ଦୁଇ ଟୋପା ଲୁହ ରେ
ସୁଖ ଥିଲା ହୃଦେ ହସୁଥିଲା ମୁଖେ
ହସି ବଞ୍ଚୁଥିଲା ମୋ ଜୀବନ
ଆଜି ଆଖିରୁ ଝରୁଛି ବଜ୍ର ଗମ୍ପିରେ
ଲୁହେ ମୁଁ କରୁଛି ସ୍ନାନ
ଡୁଲେଶ୍ଵର ସାହୁ
ରେଗଡା, କର୍ଲାମୁଣ୍ଡା,କଳାହାଣ୍ଡି
ମୋ-୭୦୭୭୩୨୭୯୩୧


0 Comments