କା - କ କା କି କବିତା , କବି , କୀର୍ତ୍ତି
କଳ୍ପନା, ଯଳ୍ପ ନା, ଶିଳ୍ପୀ
ନ୍ତ - ଅନ୍ତ ,ଅନନ୍ତ ,ଯଶୋବନ୍ତ
ସାଧୁ ସାଧନା ଶକ୍ତି
କ - କୁମାର , କ ଳୀକ , କୃତୀ
ତାଙ୍କ ଶି ଶି ରାଙ୍କ ସ୍ମୃତୀ
ବି - ବିରହ , ବିନୟ , ବ୍ୟକ୍ତି
ସମ୍ମୋଜ୍ଜଳ ତାଙ୍କ ଅଭିବ୍ୟକ୍ତି
ଲ - ଲକ୍ଷ୍ମଣ , ଲଳିତ , ଲାବଣ୍ୟ
ସୁକୁମାର ସେଜେ ମହାନ୍ ପୁଣ୍ୟ
କ୍ଷ୍ମୀ - ସୂକ୍ଷ୍ମ , ସୁଶିତଳ , ସୁଢଳ
ନୟନ , ନେତ୍ର ଯେ ତାଙ୍କର
କା - କଳିକା, କଳନା, କଲ୍ଳୋଳ
ତାଙ୍କ ରଚନା ଯେ କଳା କୌଶଳ
ନ୍ତ - ଜୀବନ୍ତ , ଜୀବନୀ , ଯଶୋବନ୍ତ
ତାଙ୍କର ଖ୍ୟାତି ଯଶଗାନ
ମ - ମହାନ୍ , ମହନ୍ତ , ମହୋଦଧି
ବନ୍ଦେଉତ୍କଳ ଜନନୀ ମହୋଦଧି
ହା - ହାସ୍ୟ , ହୟ ,ସମ୍ୟ
ଜାତୀୟ ସଙ୍ଗୀତ ଅଟେ ରମ୍ୟ
ପା - ପବନି , ପ୍ଲବନୀ, ପାୟୋନିଧି
ବୁ ଢା ସଂଖାରୀ ଅଟେ ସୃଷ୍ଟିନୀଧି
ତ୍ର - ତତ୍ର , ଯାତ୍ର , ସର୍ବତ୍ର
ଅଖଣ୍ଡ ଭାରତ ହିଁ ସର୍ବତ୍ର ।
ରାଜେଶ୍ ରଥ
(ଗଣିତ ଶିକ୍ଷକ ଆସ୍କା ଗଞ୍ଜାମ)


0 Comments