ଦେଶ ମାତୃକାର ମୁକ୍ତି ପାଇଁ
କଲମ ମୁନ ରେ କଲ ସଂଗ୍ରାମ
ଭଦ୍ରକ ମାରିର ଗର୍ବ ତୁମେ
କାନ୍ତ କବି ଲକ୍ଷ୍ମୀକାନ୍ତ ତୁମ ନାମ
ପିତା ଚୌଧୁରୀ ଭାଗବତ ପ୍ରସାଦ
ମାତା ରଧମଣି ଙ୍କ
ସୁଯୋଗ୍ୟ ସନ୍ତାନ
ସଭିଙ୍କ ପ୍ରାଣରେ ଭରିଦେଲ
ତୁମେ ଜାତୀୟ ଏକତା
ଓଡ଼ିଆ ମାଟିର ଜୟଗାନ କରି
ଲେଖିକା କେତେ କାବ୍ୟ,କବିତା
ଜୟ ଗାନ ଯେବେ କରେ
ଓଡ଼ିଆ ମାଟିର
ଲେଖା ତୁମ ବନ୍ଦେ ଉତ୍କଳଜନନୀ
ବର୍ଣ୍ଣନା କରେ
ଏ ମାଟି ମାଆର କାହାଣୀ
ଉତ୍କଳ ବା ସୀ ଙ୍କୁ ଏକତ୍ରିତ କଲ
ଦେଶରୁ ବିଦେଶୀ ଙ୍କୁ ହ ଟା ଇଲା
ବିଦେଶୀ ଙ୍କ ସହ କରିଛ
କେତେଯେ ସଂଗ୍ରାମ , ସାହିଚ କଷଣ
ଭୋଗିଛ ଯେ କାରାବରଣ
ବିଦେଶୀ ହାତରୁ ଶାସନ ହଟାଇ
କରିଥିଲ ଦେଶ ସ୍ଵାଧୀନ
ଯାଇଛି ବିଦେଶୀ
ମୋ ଦେଶ ଆଜି ସ୍ଵାଧୀନ
ନିଜ ହାତେ। ନିଜେ କରୁଛି ଶାସନ
ତଥାପି ଲାଗୁଚି ଆମେ ପରାଧୀନ
କେଉଁଠି ଅଛ ତୁମେ
କାନ୍ତ କବି ଲକ୍ଷ୍ମୀକାନ୍ତ
ଦେଖିଯା ଅ ଆସି ଏ ଦୁର୍ଦ୍ଦିନ
ଗଣ୍ଡେ ଖାଇ ଖଣ୍ଡେ ପିନ୍ଧିବା ପାଇଁକି
ଏ ମାଟି ମଣିଷ କରୁ ଛି ସଂଗ୍ରାମ
ରଶ୍ମିତା ଦାସ
ଭଗାରାମ, ଭଦ୍ରକ


0 Comments