ଗଣିତ ର ଜୀବନ - ପ୍ରଫୁଲ୍ଲ ଚନ୍ଦ୍ର ପାଢୀ




ନିର୍ବିକାର ପାଳଭୂତ

ଆସକ୍ତି ର ପାହାଡ଼ ଉପରେ

ପୁଣି_ପୁଣି_ସ୍ୱପ୍ନ ଦେଖୁ ଥିବା

       ଏକଦମ଼ ସତ॥

ନାଚୁ ଥିବା ଖେଳନା

   ଯାବତୀୟ ଦୁ୍ଃଶ୍ଚିନ୍ତା ର ସମାହାର

ଟେନ଼ସନ଼ ଶଦ୍ଦ ରୁ

        ବର୍ତ୍ତି ପାରୁ ନ ଥିବା

   ଗୋଟେ ବିକଳ ମୂର୍ତ୍ତି ॥

 ମରି ମରି

   ଛଳନା ର ରଙ୍ଗ ରେ ବଂଚୁ ଥିବା

    ଚରିତ୍ର ॥

ନିସ୍ତେଜ ଭାରାକ୍ରାନ୍ତ

ଗାଣିତିକ ସ୍ତୁପ ରେ

   ବିତୁଚି ସମୟ ॥


     ପ୍ରଫୁଲ୍ଲ ଚନ୍ଦ୍ର ପାଢୀ 

  କୋଲନରା,ରାୟଗଡ଼ା ଜିଲ୍ଲା

ମୋ_୮୯୧୭୩୨୪୫୨୫

Post a Comment

0 Comments