ସ୍ତବ଼ଧ ଖବର - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ



ଜରି ଲଗା ପୋଷାକ ରେ

       ରାତି ର ରଜା ।

ଖଜା ରେ ଭର୍ତ୍ତି ମନ ଆଲମାରି

     ଛାତି ରେ ଛନ଼କା ।

ଶୁନ଼ ଶାନ଼ ରାସ୍ତା,ଦୋକାନ,ବଜାର ।

ଆଶଂକା ରେ ଭୀତ ତ୍ରସ୍ତ ସମୟ
     ରଂଗ ମହଲ ରୁ

 ରଂଗ ସରି  ଯାଉଚି କ୍ରମଶଃ ...

ବଂଚିବାର ଓ ବଂଚେଇବାର ।

ଦେଖୁଚ ପରା _

ଏବେ :ଯିଏ  ଯାହାକୁ

        ବଡ଼।

ଫଣା ର ସୁସୁକାର

  ସୁନ୍ଦର ବଗିଚା ର କାମ

   କେମିତି ଭୂଷୁଡ଼ି ପଡ଼ୁଚି 

          ଦେଖୁନ !


         
    କୋଲନରା ,ରାୟଗଡ଼ା ଜିଲ୍ଲା
   ମୋ_୮୯୧୭୩୨୪୫୨୫

Post a Comment

0 Comments