କାହିଁ ସେତ ପ୍ରଜ୍ୱଳିତ.
କେଉଁ ଆଦିମ କାଳରୁ.
କାହିଁ ସେତ ପ୍ରମୋଦିତ
କେଉଁ କୁତ୍ରିମ କୋଳରୁ.
ଦ୍ରୁତ ଗାମୀ ଅନଳ ସେ
ଅଟେ ଭୟଙ୍କରି ଜ୍ୱଳା.
ବେଗ୍ର ହିଂଶୀ ଦହନି ସେ
କାୟା କୀର୍ତି ଭକ୍ଷ ବାଳା.
ଜୀବନର ଆରମ୍ବେ ସେ
ପୁଣ୍ୟ ଜ୍ୟୋଛନା ବେଶରେ.
ଜୀବନର ପ୍ରାରମ୍ଭ ସେ
ଶେଷ ଶଯ୍ୟା ରୂପରେ.
ନିକଟେ ତା ସର୍ବ ତୁଛ
କାମ କ୍ରୋଧ ହିଂସାର
ପବିତ୍ର ପ୍ରଣୟ ସିଏ
ଵିଲୋଳିତ ଦପ୍ତର.
ନଶୋର କୁ ସେ ଆଶ୍ରୟ
ଦିଏ ନିଜ ବୁକୁରେ..
ଅଗ୍ନି ତପ୍ତେ ନିର୍ବାଣେ ସେ
ବିସ୍ମୟ ଏ ସୃଷ୍ଟିରେ..
ଜଗତରେ ଜାଗୃତି ତୋ
ଆଦିଜନ୍ମା ଦୁହିତା.
ଅକ୍ଷେୟ ଅଲିନ ତୁହି
ଚିର କ୍ରାନ୍ତି ସଂହିତା...
ବୁଦ୍ଧିରାମ କାଣ୍ଡି..
ଜଗତସିଂହପୁର
ନାଉଗାଁ. ବୋଦଳ


0 Comments