ସବୁ ବେଳେ କବିତା ମିଳେନି ॥
ଆବୁରୁ ଜାବୁରୁ ଶଦ୍ଦକୁ ନେଇ
କବିତା ହୁଏନି ।
ସବୁ ବେଳେ କବିତା ମିଳେନି
ହୃଦୟ ର କାଂଥ ରେ
ସବୁ ବେଳେ ନ ଥାଏ
ଚିକ୍କଣ ପଣ ॥
ମୋ କବିତା ର ନିନ୍ଦୁକ ଭାବୁକ
ସମସ୍ତେ ଝୁରି ହେଲା ବେଳେ
କବିତା ମିଳେନି ॥
ବତୁରା ମେଘ ମାନେ
ଉଛୁଳୁଛନ୍ତି
କାଚଗ୍ଲାସ଼ ରେ
ବେଶ଼ ନିରବ ରେ
କବିତା ଆସୁଚି ଆସୁଚି
ହେଉଚି
ବିଶ୍ୱାସ କର
ସବୁ ବେଳେ କବିତା ମିଳେନି ।
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡ଼ା ଜିଲ୍ଲା


0 Comments