ଅସମାପ୍ତ - ପ୍ରଫୁଲ୍ଲ ଚନ୍ଦ୍ର ପାଢୀଙ୍କ ରଚନାରୁ
ସମ୍ପାଦକ
-
July 08, 2020
ଗୁଡ଼ି ରେ ସାରା
ଆକାଶ ॥
ମୋ ଗୁଡ଼ି
ଛିଣ୍ଡା ହେଇ
ପଡ଼ି ଥାନ୍ତା ପଛେ ।
ଅସରା ତାତି ର ରାତି
ଭଂଗା ଖେଳନା ରେ
ଲୁଚି ଥାଏ
ସ୍ୱପ୍ନ ର ଭଗ୍ନାଂଶ ।
ଜହ୍ନରାତି ଦିହରେ
ଅସରନ୍ତି ଭୋକ ।
ଭେଟ ହେଲେ
ଅନେକ କଥା
କହିବି ବୋଲି ଭାବି ଥିଲି
କିନ୍ତୁ_
କିଛି କହି ହେଲାନି ॥
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡ଼ା ଜିଲ୍ଲା
ମୋ__୮୯୧୭୩୨୪୫୨୫
0 Comments