
ପହେଲା କରି ଚାଲି ସିଖ୍'ଲି
ମାଆ,ବାପାର୍ ହାତ୍ ଧରି,
ଛମ୍ ଛମ୍ ମୋର୍ ପାଦର ପାଉଁଜି
ତାକର୍ ମୁହେ ଦେଇଛେ ହସି ଭରି ।
କୁନି କୁନି ପାଦେ ମୋର୍
ଛମ୍ ଛମ୍ କରୁଥିଲା ପାଉଁଜି,
କେତେ ଉସତ୍ ଲାଗୁଥିଲା
ସୁନ୍ଦିରୀ ହେଇକରି ସାଜି ।
ଛୁଆ ନୁ ବଡ୍ ହେଇଗଲି
ନାଇଁ ପାର୍'ଲି କିଛି ଜାନି,
ମୋର୍ ସବୁ ଅଲି,ଅଝଟ୍ ସହି
ମତେ ସବୁ ଦେଉଥିଲେ ଆନି ।
ଛମ୍ ଛମ୍ ମୋର୍ ପାଦର୍ ପାଉଁଜି
କରିଦେଲା ମତେ କାଲ,
ମୋର୍ ଉଛୁଲା ବୟସ ଟା
କରୁଛେ ମତେ କଲବଲ ।
ସେ ପାଦର୍ ପାଉଁଜି ଆଜି
କରିଛେ ମତେ ସାତ ପର,
ଜାହାକେ ନାଇଁ ଚିହ୍ନି କେବେ
ସେ କରିନେଲା ମତେ ନିଜର୍ ।
ମାଆ,ବାପା ଆଜି କାନ୍ଦୁଛନ୍
ମୋର୍ ପାଦର୍ ପାଉଁଜି ସୁଣି,
ବିହା ହେଇକରି ସାଜିଛେ
ମୁଇଁ ଆଉ କାହାର୍ ଘରଣୀ ।
ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର
ସ୍ଥାନ-ଠେମରା(ପଦର ପଡା)
ତାରିଖ-11-10-2020

0 Comments