ପାଦର ପାଉଁଜି - ଜଗନ୍ନାଥ ମେହେର୍




ଛମ୍ ଛମ୍ ପାଉଁଜିର୍ ଶବଦ୍ 

ପଡିଗଲେ ମୋର୍ କାନେ 

ମନ୍ ଝୁର୍ସି ସେ ଦିନ୍ କେ 

ପିନ୍ଧେଇଥିଲି କେଡେ ଯତନେ ।।


ପାଉଁଜି ଦେଖି ପ୍ରିୟା ମୋର୍

ହସୁଥିଲା ମନ୍ ଖୁଲି 

ପହେଲା ପ୍ୟାରର ପହେଲା ଚିନହା 

ନାଇ ହଏ ମନୁ ଭୁଲି ।।


କେଡେ ସୁନ୍ଦର୍ ଲାଗେ ପାଦେ 

ମୁଡ଼ ନାଇ ଦିଏ କାମ୍ 

ଚାଲି ଯାଉଥିଲେ ପ୍ରିୟା ମୋର୍

ବାଜୁଥିସି ଛମ୍ ଛାମ୍ ।।


ସ୍ଵର୍ଗର୍ ପରି ଯେନ୍ତା ପାଏସି ଶୋଭା

ପାଦେ  ତାର୍ ରୂପାର୍ ପାଉଁଜି

ମନର୍ ରାନୀ ମୋର ଚନ୍ଦର୍ ବଦନି

ସପନେ ଯାଏସି ତାର୍ ହଜି ।।


ବାଜିଗଲେ ଯାହାର୍ ପାଉଁଜି 

ଲାଗସି ପ୍ରିୟା ଯାଉଛେ ଚାଲି

ଅନ୍ଧାର୍ ରାତି ମଧୁର୍ ଶବଦ୍

ସପନେ ଆଏସି ସେ ବୁଲି ।।



ଜଗନ୍ନାଥ ମେହେର

କେଉଁଟେନ୍ ବାହାଲି , ପଦ୍ମପୁର, ବରଗଡ଼

9778409884

Post a Comment

0 Comments