ଅର୍ଥାଭାବେ ଜଳୁଛି ସେ
ପାଠ ଯଦି ପଢିବ ସେ
ଅନାହାରେ ମରିବ ସେ
ପରିବାର ଭରଣପୋଷଣ
କରିବ ପୁଣି କିଏ?
ଜୀବନକୁ ବାଜି ଲଗାଇଣ
ଏଣୁ ଖଟୁଛି ଇଏ
ଯଦିଚ ନିଜେ ଅସହାୟ ସେ
ଦୁନିଆରେ ଅଲୋଡା ପ୍ରାୟ ସେ
ଭାଇ ପାଇଁ ଆଜି
ଗାଉଛି ଗାୟକ ସାଜି ।
: ମିର୍ଜା ସନୁଅର ବେଗ
କୋରାଇ, ଯାଜପୁର
ମୋ:୯୮୬୧୬୩୭୨୪୬ ]
ଅର୍ଥାଭାବେ ଜଳୁଛି ସେ
ପାଠ ଯଦି ପଢିବ ସେ
ଅନାହାରେ ମରିବ ସେ
ପରିବାର ଭରଣପୋଷଣ
କରିବ ପୁଣି କିଏ?
ଜୀବନକୁ ବାଜି ଲଗାଇଣ
ଏଣୁ ଖଟୁଛି ଇଏ
ଯଦିଚ ନିଜେ ଅସହାୟ ସେ
ଦୁନିଆରେ ଅଲୋଡା ପ୍ରାୟ ସେ
ଭାଇ ପାଇଁ ଆଜି
ଗାଉଛି ଗାୟକ ସାଜି ।
: ମିର୍ଜା ସନୁଅର ବେଗ
କୋରାଇ, ଯାଜପୁର
ମୋ:୯୮୬୧୬୩୭୨୪୬ ]
0 Comments