ତୁମେ ଅଗ୍ରପୂଜା
ତୁମରି ଆଶିଷ ସଦା ଥାଉ ମୋର ସାଥେ
ହେ ବିଦ୍ୟା ଦାତା
ମନ ଉଣା କରିବନି ମୋତେ
ପୂଜି ପାରିଲିନି ବିଦ୍ୟାଳ ୟେ ମୋର , ଏଇ ବରଷ କୁ ,
ଆଶ୍ରିବଦ ଦିଅ ବଞ୍ଚିଥିଲେ
ମୁହିଁ ଶ୍ରଦ୍ଧା ରେ ପୂଜିବି ତୋତେ !
ଦିଅ ବିଦ୍ୟା ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ
ପାରି ହୋଇଯିବି ସଂସାର ଦୁଃଖରୁ , ମଣିଷ ଟିଏ ପରି
ଗଣା ହୋଇଯିବି ଏ ଜଗତେ !
କି ଦେଇ ପୂଜିବି ନାହିଁ ମୋର କିଛି ଏହି କୁନି ହାତେ
ଏତିକି ପ୍ରଣତି ଅଞ୍ଜୁଲାଏ ଫୁଲ
ଟେକି ଦେଲି ପ୍ରଭୁ , ସଦା ରହି ଥିବି ତୋର ଶା େ ଥ ।।
ପ୍ରଦୀପ କୁମାର ପୁହାଣ
ମାନପୂର୍ , ଯାଜପୁର

0 Comments