ହେ ଗଜାନନ ଆସିଚି
ତମର ସୋ ପୂଜା ର ଦିନ
ସାରା ଓଡ଼ିଶାରେ ପୂଜା ପାଇବ
ଆଜି।
ଫୁଲ ଚନ୍ଦ ଆଜି ପୂଜା ପାଇବ
ହେ ଗଜାନନ ମାତାଙ୍କ ପାର୍ବତୀ
ମଳିରୁ ତମେ ଜନ୍ମ ହୋଇଲ
ହେ ଗଜାନନ ବିଦ୍ୟା ପ୍ରଦାୟନ
ହେ ଗଜାନନ।
ମାତାଙ୍କ ଲାଗି ତୁମେ ପିତାଙ୍କ ସହିତ
ଲଢ଼େଇ କଲ ହେ ପ୍ରଣନାଥ ଲଢ଼େଇ
ମାତା ପାଇଁ ତୁମେ ନିଜ ଜୀବନ ଦେଲ ହେ ପ୍ରଣ ନାଥ
ଚଉଦିଗ ସାରା ଜଗତରେ ଆଜି
ପୂଜା ପାଇବ ହେ ପ୍ରଣ ନାଥ
ହେ ଇଜାନନ।
ସନ୍ତୋଷ ପରିଡ଼
ଯାଜପୁର; ପାଣିକୋଇଲି
ମୋ -୯୩୪୮୫୭୮୮୦୩

0 Comments