ମୁ ବିଘ୍ନନାଶକ
ଲମ୍ବୋଦର
କରିବି ପୃଥିବୀ ଭ୍ରମଣ
ଆଧୁନିକ ଯୁଗ ର ମୋଟର ଯାନ ରେ
ଆଧୁନିକ ପୋଷାକ ପିନ୍ଧି ଯାଉଛି
ଘରେ ଘରେ ମୋ ଭକତ କରିବ ସ୍ୱାଗତ
ବୁନ୍ଦି ଲଡ଼ୁ ରାଶିଲଡୁ ଖାଇ
ହେବି ମୁ ଆତ୍ମ ସନ୍ତୋଷ
ସାଥୀ ରେ ଥିବ ମୋ
ସାଥୀ କୁନି
ବାଟ ସାରା ଭକ୍ତ
ଦେଖି ହେବ ଆଚମ୍ବିତ!
ସ୍ୱପ୍ନା ମହାନ୍ତି
ନବରଙ୍ଗପୁର
ମୁ ବିଘ୍ନନାଶକ
ଲମ୍ବୋଦର
କରିବି ପୃଥିବୀ ଭ୍ରମଣ
ଆଧୁନିକ ଯୁଗ ର ମୋଟର ଯାନ ରେ
ଆଧୁନିକ ପୋଷାକ ପିନ୍ଧି ଯାଉଛି
ଘରେ ଘରେ ମୋ ଭକତ କରିବ ସ୍ୱାଗତ
ବୁନ୍ଦି ଲଡ଼ୁ ରାଶିଲଡୁ ଖାଇ
ହେବି ମୁ ଆତ୍ମ ସନ୍ତୋଷ
ସାଥୀ ରେ ଥିବ ମୋ
ସାଥୀ କୁନି
ବାଟ ସାରା ଭକ୍ତ
ଦେଖି ହେବ ଆଚମ୍ବିତ!
ସ୍ୱପ୍ନା ମହାନ୍ତି
ନବରଙ୍ଗପୁର
0 Comments