ଆହେ ଗଜାନନ ପାର୍ବତୀ ନନ୍ଦନ
ମୁଷିକ ପୃଷ୍ଠରେ ବସି
ହସ୍ତରେ ଅଙ୍କୁଶ ଲେଖନୀ ଶୋହଇ
ବିଦ୍ୟା ବୂଧୀ ଦିଅ ଆସି
ନମୋ !ନମୋ! ଗଣେଶ
ଏ ଶୁଭ ଲଗନେ ଡ।କେ ତୁମରି,ଚରଣେ ବସି(0)
ଦ୍ଵାରପ।ଳ ହୋଇ ଶିରକୁ ହରାଇ
ମାତାଙ୍କ ଆଦେଶ ପାଇ
ପିତା ସଂଗେ ଯୂଧ କରିଥିଲ ପରା
ତ୍ରିଶୁଳେ ଶିର ହରାଇ
ନମୋ ! ନମୋ! ଗଣେଶ
ଲଡୁ,ମୁଅଁ। ଦେବୀ ନିଅ ହେ ଆସି।(1)
ଐରାବତ ଭ୍ରାତ ସ୍କନ୍ଧ ରେ ମସ୍ତକ
କରିଥିଳେ ସଂସ୍ଥ୍ହା ପିତ୍
ପୃଥୁଳ ଉଦର ପ୍ତଭୁ ଲମ୍ବୋଦର
ନମୋ ନମୋ ଏକଦନ୍ତ୍
ଜୟ୍ ଜୟ୍ ଗଣେଶ
କୃପା ବାରି ପ୍ତଭୁ ଯା ଅ ବରଷୀ (2)
ଶରତ କୁମାର ମିଶ୍ର
ବେଗୁନିଆ,ଖୋର୍ଧା
ଫୋନ-7978646054

0 Comments