ଛବି କଥା କହେ - ପିଙ୍କୁ ରଣବିଡା




ଶିବ, ପାର୍ବତୀ'ଙ୍କର ପୁଓ ତୁମେ

ସାରା ଜଗତ୍ ଯାନିଛେ ଗଣେଶ ନାମେ

ମୂଷିକ ଆଏ ତମର୍ ବାହାନ

ଭରି ରହିଛେ ତମର୍ ପାଖେ ଗିଆନ।। 


ସମ୍'କୁ ସିଖାଲ ଅସଲ୍ ଗିଆନ୍

ମାଁ, ବା ଆମର୍ ଭଗବାନ୍

ତାକର୍ ବିନେ କିଛି ମିକ୍ତି ନାଇନ

ତାକର୍ ବିନେ ମୁନୁଷ୍ ଜୀବନ୍ ହୀନ ।।


ମାଁ, ବା'କେ ଯିଏ ପର୍ ଭାବ୍'ସି

ତାର୍ ଜୀବନ୍ ନର୍'କେ ଘାଁଟି ହେସି

ମାଁ, ବା ଆମର୍ ସାରା ଜଗତ୍

ତାକର୍ କରିଥିମା ସଭେ ଇଜ୍ଜତ୍ ।।


ଯେତେ ବୁଲି ଆଏଲେ ଭି କେନୁ

ଦିନ୍'କର୍ ସୁଖ୍ ମିଲ୍'ସି ସେନୁ

ମାଁ, ବା ଆମର୍ ପାଖେ ଥିଲେ

ସୁଖ୍ ଗଦେଇହେସି ଗୋଡ୍ ତଲେ।। 


ହେତିର୍'ଲାଗି ତମ୍'କୁ କହେସନ୍ 

ଗ୍ୟାନ୍'ରର ମାହାପୁରୁ ମାନ୍'ସନ୍

ଭୁଦୋମାସେ ପୂଜା ପାଉଛ

ଭକ୍ତର୍ ମନେ ତମେ ନାଚୁଛ।। 


ନାମ-ପିଙ୍କୁ ରଣବିଡା

 ଜିଲ୍ଲା-ସମ୍ବଲପୁର (ଠେମରା)

Post a Comment

0 Comments