ଛବି କଥା କହେ - ଦୁଷ୍ମନ୍ତ ବେହେରା

ଆସ ଆସ ବିଘ୍ନ

ହାତଯୋଡି ସ୍ବାଗତ 

କରୁଛୁ ତୁମେ 

ଜ୍ଞାନ ର ଭଣ୍ଡାର !! 


ତୁମ ଆର୍ଶୀବାଦ ପାଇ

ମୁର୍ଖ ହୁଏ ପଣ୍ଡିତ

ଦେଖ ଜଗତ ଜନ

ହୂଦୟ ପ୍ରାଣ ଦେଇ !! 


ଡାକନ୍ତି ଦୁଃଖ କୁ

ହରଣ କର 

ସଂସାର କୁ ଦିଅ

ହସ ଆଞ୍ଚୁଳା ଭରି !! 


ଫୁଲ କୁସୁମ ଲାଲ ପଦ୍ମ

କମଳ ନରମ 

ଶ୍ବେତା ପବନ ର ଛୁଆଁ 

ସ୍ପର୍ଶ ମଧୁ ବନ !! 



                   ଦୁଷ୍ମନ୍ତ ବେହେରା

                ରାସୋଳ-ମୁଣ୍ତିଆପଷି

                      ଢେଙ୍କାନାଳ

          ମୋ ନଂ-୯୯୩୭୬୫୨୫୦୪


Post a Comment

0 Comments