ବିଶ୍ୱାସ ରେ ମିଳନ୍ତି
ଭଗବାନ
ପଥର ହେଉ କି ମାଟି ।
ହେ ଗଜାନନ !
ଭଳିକି ଭଳି ରୂପ ରେ ତମେ
ଚକ ଲଗା ଗାଡ଼ି ରେ ତମେ
ସଜ୍ଜା ହେଇଚ ।
ମୁଁ କୁନି ନିରେଖୁଚି
ତମ ରୂପ
ତମେ ଟୋପି ପିନ୍ଧିଚ _
ବେଶ୍ ସୁନ୍ଦର ଦିଶୁଚ
ଠାକୁର
ମୋତେ ପାଠ ଦିଅ
ବୁଦ୍ଧି ଦିଅ
ଯିବା ମହାପୁରୁ।
ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା,ରାୟଗଡ଼ା ଜିଲ୍ଲା

0 Comments