ଶୁଣିଥିଲିମାଆ କହେ
ପାର୍ବତୀ ନନ୍ଦନ ସେହି
ବିଘ୍ନ ବିନାସନ,
ବୁଦ୍ଧି ବିଦ୍ୟା ପ୍ରଦାଦାତା
ଚିର ବନ୍ଦନୀୟ
ବୁଲନ୍ତି ବ୍ରମ୍ହାଣ୍ଡ ସେଯେ
ଧରି ମୂଷିକ ବାହାନ।
ମନେମନେ ଭାରି ଖୋଜେ
ସମୟ ଭିଡରେ,
ପାଇଛି ତୁମକୁ ଆଜ
ଯମା ମୁଁ ନ ଛାଡେ।
ଦିଅ ମୋତେ ବିଦ୍ୟା ବୁଦ୍ଧି
ଯାହା ଅଛି ତୁମ ପାଶେ
ଆଜି ଠାରୁ ମାଆ କରିବ ଗେଲ,
ତୋତେ ଛାଡ଼ି ମୋତେ।
ଲୋଭାବତୀ ଦାସ(ଶିକ୍ଷୟିତ୍ରୀ)
ଗ୍ରାମ-ବାଗଲପୁର,ପୋଷ୍ଟ-ସୁନ୍ଦରଗ୍ରାମ
ଥାନା-ଓଲଟପୁର,ଜିଲ୍ଲା-କଟକ
ପିନ୍-754002

0 Comments