ସମୟ - ହରପ୍ରିୟା ପାତ୍ର


  ମୋ ଜୀବନ ର କିଛି ପୁରୁଣା ପୃଷ୍ଠା ଆଜିବି ମନେ ପଡେ , ବଞ୍ଚିବା ର   ରାହା ଦେଖାଏ, ଆଜିବି ମନରେ ଆଶା ବାନ୍ଧି ଯାଏ ମୁଁ ପୁଣି ଫେରି ଯାଆନ୍ତି କି ମୋ ଅତୀତ କୁ , ପୁଣି ଛୋଟ ପିଲା ହେଇଯାଆନ୍ତି, "ମା "

ର ଗାଳି ଠାରୁ ସାର ଙ୍କ ଛାଟ ମାଡ଼, ସାଙ୍ଗ ମାନଙ୍କ ସହ ନଦୀ ରେ ଗାଧେଇବା ଠାରୁ ବିଲର ବଇଞ୍ଚ କୋଳି, ସ୍କୁଲ୍ ବାହାନାରେ ଲୁଚି କରି ସାଙ୍ଗ ମାନଙ୍କ ବୋହୁ ଚୋରି ଠାରୁ  ଆରମ୍ଭ କରି କା ' ଡାବୁଳ ଖେଳ ପର୍ୟ୍ୟନ୍ତ ଖାସ କରି ସ୍କୁଲ ରେ ସାଙ୍ଗ ମାନଙ୍କ ସହ ମିଶି ଗୋଟିଏ ଥାଳିରେ ଖାଇବା,କିନ୍ତୁ ଖାଇବା ରେ ଥାଏ ଖେଚୁଡ଼ି , ତାହା ଶହ ଲେମ୍ଭୁ, ଦଳା କଟା, ଆଉ ହଘୁର ଦାଦ ଦୋକାନ ର ଚାଟ,ଖାଇବାରେ ତ ଆନଦ ମିଳିଯାଏ । ଆଊ ସନ୍ଧ୍ୟାରେ ଲଣ୍ଠନ ଧରି ସବୁ ସାଙ୍ଗ ମିଶି କୋଚିଙ୍ଗୀ ଯାଉ ଟିଉସନ ପାଇଁ ,  ସେଠି ତେନ୍ତୁଲି ମଞ୍ଜିକୁ ଡିବିର ରେ  ପୁଢ଼ି ଖାଇବା ରେ ଜଉ ମଜା ଥାଏ ନା ... ଆଉ ଆମ ହରମନ୍ ସାର୍ ଙ୍କ ଗଣିତ ପାଠର ଛାଟ ମାଡ଼ ରେ ପିଲଙ୍କ ର ଜଉ, ...... Recod dance ଦେଖିଲ ସତରେ ମଜା ତ ବହୁତ ଲାଗେ ..... ଏମିତି ବହୁତ କଥା ର କାହାଣୀ ଆମ ଜୀବନ ରେ ଲୋକାୟତ ହେଇକି ଅଛି ,, ବାସ୍ତବ ରେ ସେ ସମୟ ବହୁତ ନିଆରା ଅନୁଭୁତି ଆମର.. 

                     କିନ୍ତୁ ବାସ୍ତବ ରେ ବଡ ହେବା ପରେ ସତେ ଯେମିତ ଆମ ପାଇଁ ଅଲଡା, ଫେରିବାକୁ ଚାହିଁଲେ ବି ଫେରି ହୁଏନା, ଯୋଗ୍ୟତା ବଢିବା ଶହ ଦାୟିତ୍ଵ ବି ବଢିଲା , ଆଖି ବନ୍ଦ କରି ଖୋଲିଲେ ସାମ୍ନାରେ ଖାଲି  କର୍ତ୍ତବ୍ୟ ଥାଏ .... ଆଉ ଦାୟିତ୍ଵ ପୂରଣ କରୁ କରୁ ସମୟ ହିଁ ଚାଲିଯାଏ, ହେଲେ କର୍ତ୍ତବ୍ୟ ସରେ ନାହିଁ .....

               କାଶ ମୁଁ ଛୋଟ ହେଇଯାଆନ୍ତି କି କାହା   ସାମ୍ନାରେ ରେ ମିଛ ରେ ହସିବାକୁ ପଡ଼ନ୍ତା ନାହିଁ , ମନରେ ଆକୁହା କଥା ରଖି ଓଠ ରେ ହସିବା ଯେ କେତେ କଷ୍ଟ ତାହା ଆଖି କହିଦିଏ... ତଥାବି ସେହି ପୁରୁଣା ସ୍ମୃତି ବଞ୍ଚିବା ର ରାହା ଦେଖାଇ ଦିଏ............

HARAPRIYA PATRA 

ARNPAL, BHADRAK. 756116 

63704666690

Post a Comment

0 Comments