କନ୍ୟାଟିଏ ବୋଲି
ବାପା କଲେନାହିଁ ଆଦର
ଚାଲିଗଲେ ମତେ
ନିଜଠୁ କରିସେ ଦୂର||
ବାପାଙ୍କ କଥାରେ
ଶହ ମତି ହୋଇ
ମାବି କରିଲା ପର
ବୁଝିଲା ନାହିଁସେ
ସନ୍ତାନ ଅଟେ ମୁଁ ତାର ||
ମା ଗଲାପରେ
କେହି ନାହିଁ ମୋର
ଏହି ଦୁନିଆଁରେ
କରିବାକୁ ପଦେ ଆହାଃ
ହାଏ ମୋର ବାପା ମା
ହାଏ ମୋର ବାପା ମା |
ବିଶ୍ୱ ପେରେଇ
କେନ୍ଦୁଝର, ଆନନ୍ଦପୁର.


0 Comments